
ଚୋରଙ୍କ ଟାର୍ଗେଟ ରେ ମନ୍ଦିର
ପିପିଲି: ୧୪.୫.୨୪ (ଶାଶ୍ଵତ ଟିଭି) – ପୁରୀ ଜିଲ୍ଲା ପିପିଲି ବ୍ଲକ କୁଳ ଶେଖର ପାଟଣା ପଞ୍ଚାୟତ ର 316 ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି ପ୍ରସିଦ୍ଧ ଶକ୍ତିପୀଠ ମା ଉତ୍ତରଶ୍ଵରୀ ଠାକୁରାଣୀ ଙ୍କ ମନ୍ଦିର।

ଗତକାଲି ମଧ୍ୟ ରାତ୍ରରେ ମନ୍ଦିରରେ ଥିବା ଦାନ ବାକ୍ସ ଭାଙ୍ଗି ହଜାର ହଜାର ଟଙ୍କା ଲୁଟିନେଇଛନ୍ତି ଦୃର୍ବୁତ୍ତ । ସ୍ଥାନୀୟ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ଚୋରକୁ ଧରିବା ପାଇଁ ପ୍ରାୟାସ ଯାରିରଖିଛନ୍ତି।