

ଓଡିଶା ର ଅନ୍ୟତମ ଅଗ୍ରଣୀ ଓ ପୁରାତନ ଫାର୍ମାସି ଶିକ୍ଷାନୁଷ୍ଠାନ ଆଈ .ଏମ .ଟି ଫାର୍ମାସି କଲେଜ ପୁରୀ ରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇ ଯାଇଛି | ପୁରୀ ଗୋପାଳପୁର ସ୍ଥିତ କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ କଲେଜ ର ପ୍ରତିଷ୍ଠାତା ଡ଼ ବିଶ୍ୱନାଥ ରଥ | ରକ୍ତ ଦାନ ପାଇଁ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ର ଛାତ୍ର ଛାତ୍ରୀ ମାନେ ଉତ୍ସାହ ର ସହ ଆଗେଇ ଆସିଥିଲେ | କଲେଜ ର ନିର୍ଦେଶକ ମନୋଜ ରଥ , ଅଧକ୍ଷ ଡ଼ ଅଗ୍ନିମିତ୍ର ଦିଣ୍ଡା , ନିର୍ଦେଶକ ଡ଼ ଅନ୍ନଦା ମହାପାତ୍ର , ଉପାଧ୍ୟକ୍ଷ ଦେବାଶିଷ ମିଶ୍ର , ଅଧ୍ୟାପକ ଦେବଦତ୍ତ ସାହୁ , ଅଳକା କର , ସମୀର ପାତ୍ର ଓ ପୁରୀ ରକ୍ତ କେନ୍ଦ୍ର ର ଡାକ୍ତର ଓ ସମସ୍ତ ଅଧିକାରୀ ମାନେ ଶିବିର କୁ ସଫଳ ରୂପ ଦେଇଥିଲେ |
ରକ୍ତଦାନ ଏକ ମହା ପୁନ୍ୟ କର୍ଯ୍ୟ ହୋଇଥିବାରୁ ଆଗକୁ ଅନୁଷ୍ଠାନ ପକ୍ଷରୁ ଏଭଳି ସେବା କାର୍ଯ୍ଯ ଜାରିରହିବ ବୋଲି କହିଛନ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ମନୋଜ ରଥ।
ଏହି ମହତ କାର୍ଯ୍ୟ ରେ କଲେଜର ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ ମୋଟ ୧୧୧ ୟୁନିଟ୍ ରକ୍ତ ଦାନ କରିଛନ୍ତି।
ଏଚ ଡ଼ି ଏଫ ସି ବ୍ୟାଙ୍କ ଓ ପୁରୀ ରକ୍ତ କେନ୍ଦ୍ର କଲେ ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଡ଼ଃ ଅନ୍ନଦା ପ୍ରସାଦ ମହାପାତ୍ର,ସାରଦା ପ୍ରସାଦ ସରଙ୍ଗୀ,ପ୍ରାଚୀପ୍ରଭା ନାୟକ,ଜଗନ୍ନାଥ ପ୍ରସାଦ ମିଶ୍ର,ଅମିତ କୁମାର ମହାପାତ୍ର,ରଶ୍ମି ରଞ୍ଜନ ନାୟକ,ଭାଗ୍ୟଶ୍ରୀ ମିଶ୍ର,ବୈଶାଖୀ ସାହୂ,ଭବାନୀ ପ୍ରସାଦ ସାମନ୍ତରାୟ,ଅଭିମନ୍ୟୁ ନାୟକ,କମଳାକାନ୍ତ ଆଚାର୍ଯ୍ୟ, ଅମୀୟ ମହାପାତ୍ର,ଆଶିଷ କୁମାର ଜେନା, ସତ୍ୟବ୍ରତ ମିଶ୍ର,ଶାଶ୍ୱତ କୁମାର ପାଣି,ରାକେଶ ଭୋଳ, ସଦ୍ୟସ୍ନାତ ଧଳ, ଗଜଲ ମହାନ୍ତି,ଅବିନାଶ ନାୟକ,ମନୋରଞ୍ଜନ ବେହେରା,ନିହାର ରଞ୍ଜନ ମହାନ୍ତି,ସତ୍ୟବ୍ରତ ସାହୁ,ଭବାନୀ ଶଙ୍କର ସାହୁ,ରାଜେଶ କୁମାର ସାହୁ,ମାନସୀ ରାଣୀ ଖଟୁଆ,ଅଭିପ୍ସା ଦାସ,ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ,ପୁଷ୍ପାଲତା ପାତ୍ର,ସୁଭମ ମହାପାତ୍ର,ପୂଜା ବାରିକ, ସ୍ଵର୍ଣପ୍ରଭା ସାହୁ,ବିଶ୍ୱକଲ୍ୟାଣୀ ଓଝା,ସୁଶ୍ରୀ ସୁଭଦର୍ଶିନୀ ସ୍ୱାଇଁ,ଦେବାଶିଷ ବେହେରା,ଅମ୍ବିକା ପ୍ରସାଦ ମିଶ୍ର,ଗୌରବ ସିଲ,ସ୍ମୃତି ରଞ୍ଜନ ଜେନା,ଅବଚାନ୍ଦ ରଞ୍ଜନ ସାମନ୍ତରାୟ,ପ୍ରିୟବ୍ରତ ନାୟକ,ଦୁର୍ଗା ପ୍ରସାଦ ସାହୁ,ସ୍ୱାଗତ ସବ୍ୟସାଚୀ ସ୍ୱାଇଁ,ସୋମନାଥ ପାଲଟା ସିଂ,ରାମ କୃଷ୍ଣ ମହାନ୍ତି,ପ୍ରୀତମ ପଟ୍ଟନାୟକ,ସୁରଜ ମହାପାତ୍ର,ସନ୍ଦୀପ କୁମାର ସାହୁ,ରାଜେଶ ବେହେରା,ସୁଭକାନ୍ତ ପତି, ସୁକାନ୍ତ କୁମାର ଜେନା,ପୀୟୂଷ କୁମାର ପ୍ରଧାନ, କୁନାଲ କାନ୍ତି ପାତ୍ର, ଅମୀୟ ରଞ୍ଜନ ସେଠି,ରାହୁଲ କୁମାର ପଲ,ସୁଭମ ଶତପଥି,ଅଜୟ ବେହେରା,ଶୁଭ୍ରାଂଶୁ ଶେଖର ମୁଦୁଲି,ସୁଭାସିସ ଓତ୍ତା ,ଅଭିଷେକ ମହାନ୍ତି,ଆଦିତ୍ୟ ନାରାୟଣ ତ୍ରିପାଠୀ,ସତ୍ୟବ୍ରତ ସାହୁ,ତନ୍ମୟ ମହାରଣା,ଚନ୍ଦ୍ରକାନ୍ତ ପଣ୍ଡା,ସ୍ମୃତି ରଞ୍ଜନ ସାମନ୍ତରାୟ,ସୌମ୍ୟ ରଞ୍ଜନ ମହନ୍ତ,ଅଭିଷେକ ମହନ୍ତ,ଦେବାଶିଷ ମିଶ୍ର,ଇତିଶ୍ରୀ ପରିଡା,ପ୍ରସନ୍ନଜିତ ଲେଙ୍କା,ଶ୍ରଦ୍ଧାଞ୍ଜଳି ରାଉତ,କାନ୍ତି ପ୍ରଭା ପ୍ରିୟଦର୍ଶିନୀ, ରାଧାମୋହନ ବେହେରା,ସମ୍ବିତ କୁମାର ସାହୁ,ସ୍ମୃତି କୁମାର ରୟ ,ସୌମ୍ୟ ରଞ୍ଜନ ମହାନ୍ତି,ସୁରଜ କୁମାର ବିଶ୍ବାଳ,ସିପୁନ ଲେଙ୍କା,ପ୍ରୀତାଂଶୁ ପ୍ରିୟଦର୍ଶନ,ତୃପ୍ତିକୃଷ୍ଣ ସାମନ୍ତରାୟ,ଜେନାମଣି ଶ୍ରେୟାନସୁ କୁମାର,ସୁବ୍ରତ କୁମାର ରାଉତ, ପ୍ରତୀକ୍ଷା ପଣ୍ଡା,ଅଜିତ କୁମାର ମଙ୍ଗରାଜ,ପୀୟୂଷ ରଥ,କଳ୍ପଜ୍ୟୋତି ପାଣି,ଜୟ ପ୍ରକାଶ ବେହେରା, ଶୁଭେନ୍ଦୁ ମହାନ୍ତି,ସନ୍ଦୀପ କୁମାର ବେହେରା,ଯଶୋବନ୍ତ ନାୟକ,ଜ୍ୟୋତିର୍ମୟୀ ଦାସ,ରଶ୍ମି ରଞ୍ଜନ ବେହେରା,ଦେବ ପ୍ରକାଶ ସାହୁ,ନିର୍ମଳ ଚନ୍ଦ୍ର ସାହୁ,ଜିତେନ୍ଦ୍ର ନାୟକ,ଅମରସେନ ମହାନ୍ତି,ଅଗ୍ନିମିତ୍ର ଦିଣ୍ଡା,ସତ୍ୟ ପ୍ରକାଶ ବେହେରା,ସୁନୀଲ ହରିଚନ୍ଦନ,ରାହୁଲ ପରିଡା,ନିଲେଶ ମେହେର,ଉଦ୍ଧବ ପ୍ରଧାନ,ସୁନୀଲ କୁମାର ରାଉତ,କଳ୍ପତରୁ ସ୍ୱାଇଁ,ସିଦ୍ଧାର୍ଥ ତ୍ରିପାଠୀ,କୈବଲ୍ୟ ମହାନ୍ତି,କିରଣ କୁମାର ନାୟକ,ସତ୍ୟ ରଞ୍ଜନ ସାହୁ,ଶ୍ରୀତମ କୁମାର ଦାସ, ଅଭିଷେକ ଜେନା,ଆକାଶ କୁମାର ବେହେରା, ସୌମ୍ୟଜ୍ୟୋତି ମହାରଣା, ରାଜେନ୍ଦ୍ର ପାତ୍ର ପ୍ରମୁଖ ରକ୍ତଦାନ କରିଥିବାର ସୁଚନା ମିଳିଛି