
ଗଞ୍ଜାମ ଜିଲ୍ଲାର ସୋରଡ଼ା ଠାରେ ମା କନ୍ଧୁଣୀ ଦେବୀ ମହୋତ୍ସବ ର ଉଦଯାପନ ଦିବସ ଅନୁଷ୍ଠିତ ହୋଇଯାଇଛି।
ଗଞ୍ଜାମ ଜିଲ୍ଲାର ସୋରଡ଼ା ଠାରେ ମା କନ୍ଧୁଣୀ ଦେବୀ ମହୋତ୍ସବ ର ଉଦଯାପନ ଦିବସ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ମାନ୍ୟବର ଓଡିଶା ବିଧାନସଭା ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ଯୋଜନା ଓ ସମନ୍ନୟ ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ,ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ,ସାଂସଦ ଆସ୍କା ଶ୍ରୀମତୀ ପ୍ରମିଳା ବିଷୋୟୀ,ବିଧାୟକ ଛତ୍ରପୁର,ବିଧାୟକ ବ୍ରହ୍ମପୁର,ବିଧାୟକ ସୋରଡ଼ା,ପୂର୍ବତନ ବିଧାୟିକା ସାନଖେମୁଣ୍ଡି,ମେୟର ବ୍ରହ୍ମପୁର ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଗ ଦେଇଛନ୍ତି।