
୨୮ ତମ ବାର୍ଷିକ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ମହୋତ୍ସବ ୨୦୨୨ -ତୃତୀୟ ସନ୍ଧ୍ୟା ର ଆକର୍ଷଣ ଥିଲା ଶିବାଙ୍ଗୀ କଳାକାରଙ୍କ ସଂଗୀତର ପ୍ରଦର୍ଶନ
୨୮ ତମ ବାର୍ଷିକ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ମହୋତ୍ସବ ୨୦୨୨ ଭୁବନେଶ୍ଵର ରବୀନ୍ଦ୍ର ମଣ୍ଡପ ଠାରେ ପାଳିତ ହୋଇ ଯାଇଅଛି । ତୃତୀୟ ସନ୍ଧ୍ୟା ର ଆକର୍ଷଣ ଥିଲା ଶିବାଙ୍ଗୀ କଳାକାରଙ୍କ ସଂଗୀତର ପ୍ରଦର୍ଶନ ।