
ସଡ଼କ ଦୁର୍ଘଟଣା ରେ ଆହତ ହେଲେ ଯୁବକ
ମଙ୍ଗଳପୁର ଠାରେ ଦୁର୍ଘଟଣା ର ଶିକାର ହୋଇଛନ୍ତି ସାକ୍ଷୀଗୋପାଳ ମୂଳ ଅଳସା ଗ୍ରାମରର ଏହି ଯୁବକ, ତାଙ୍କର ବର୍ତମାନ ସୁଦ୍ଧା ପରିଚୟ ମିଳିନାହିଁ। ସେ ଏବେ ମଙ୍ଗଳପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତ।
ସାକ୍ଷୀଗୋପାଳ ପିସିଆର ଅଧିକାରୀ ଜି ଏନ ଖାନ ଓ କର୍ମଚାରୀ ଦୁର୍ଯ୍ୟୋଧନ ବିଶୋଇ ଆହତ ଯୁବକଙ୍କୁ ଦୁର୍ଘଟଣା ସ୍ଥଳ ରୁ ଉଦ୍ଧାର କରି ମଙ୍ଗଳପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଛାଡି ଥିବାର ସୂଚନା ମିଳିଛି.