petrol Important News କମିଲା ପେଟ୍ରୋଲ ଏବଂ ଡିଜେଲ ଦର March 14, 2024 73 0 Comment ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦାମ୍ କମିଲା । ସାରା ଦେଶରେ ଲିଟର ପିଛା ୨ ଟଙ୍କା କମିଥିବା ନେଇ ସୂଚନା । ନୂଆ ଦର ଆସନ୍ତାକାଲି ସକାଳ ୬ଟାରୁ ଲାଗୁ ହେବ । ଏ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । SPREAD YOUR LOVE WITH YOUR FRIENDS AND FAMILY