

ସତ୍ୟବାଦୀ : ତା ୧୮.୪.୨୪ (ଶାଶ୍ଵତ ଟିଭି) – ଆଜି ଜାତୀୟ କଂଗ୍ରେସ ଦଳ ତରଫରୁ ସତ୍ୟବାଦୀ ବିଧାନ ସଭା ଆସନ ପାଇଁ ମନୋଜ ରଥ ଙ୍କ ନାମକୁ ଘୋଷଣା କରାଯାଇଛି। ଗତ ୧୫ ତାରିଖରେ ଶ୍ରୀଯୁକ୍ତ ରଥ ଜାତୀୟ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବରେ ଯୋଗଦେବା ପରେ ସତ୍ୟବାଦୀ ବିଧାନ ସଭା ଆସନର ଟିକେଟ ପାଇଁ ତାଙ୍କ ନାମର ଚର୍ଚ୍ଚା ଜୋର୍ ଧରିଥିଲେ। ଆଜି ଦଳ ତରଫରୁ ନାମ ଘୋଷଣା ପରେ ସତ୍ୟବାଦୀ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳିବା ସହିତ ମନୋଜ ରଥ ଙ୍କୁ ସୁଭେତ୍ସାର ସୁଅ ଛୁଟିଛି।