
ମହିଳା ଫୁଟବଲର ବିକାଶ ସହ କଳିଙ୍ଗ କପ୍ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟକୁ ପୁଣି ଆରମ୍ଭ କରିବା ଲାଗି ଅନୁରୋଧ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସର୍ବଭାରତୀୟ ଫୁଟବଲ ଫେଡେରେସନ୍ର ସଭାପତି କଲ୍ୟାଣ ଚୌବେ ଏବଂ ସାଧାରଣ ସମ୍ପାଦକ ଶାଜି ପ୍ରଭାକରନ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମହିଳା ଫୁଟବଲର ବିକାଶ ସହ କଳିଙ୍ଗ କପ୍ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟକୁ ପୁଣି ଆରମ୍ଭ କରିବା ଲାଗି ଅନୁରୋଧ କରିଥିଲେ।