Friday May 23, 2025
Saswat Television & Entertainment Saswat Television & Entertainment
  • News
    • Important News
    • Video News
    • Devotional
    • CRIME
    • SOCIAL
    • Employment
  • HEALTH
  • Politics
  • Sports
  • Culture & Tradition
  • Knowledge and Science
  • Education
  1. Home
  2. Culture & Tradition
  3. ପବିତ୍ର ଜନ୍ମାଷ୍ଟମୀ ରେ ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର
Culture & Tradition Important News Video News

ପବିତ୍ର ଜନ୍ମାଷ୍ଟମୀ ରେ ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର

September 6, 2023 446 0 Comment

ଆଜି ପବିତ୍ର ଜନ୍ମାଷ୍ଟମୀ , ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ । ଏନେଇ ଚଳ ଚଞ୍ଚଳ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିର । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂସର ବନ୍ଦୀଶାଳରେ ଜନ୍ମ ହୋଇଥିଲେ କାହ୍ନା । ପରବର୍ତ୍ତୀ ସମୟରେ କଂସ ଭୟରେ ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ମଥୁରାରେ ଛାଡି ଆସିଥିଲେ । ସେହି ଦିନ ଠାରୁ ନନ୍ଦଲାଲ ଭାବେ ପାଳିତ ହୋଇଥିଲେ ଭଗବାନ କୃଷ୍ଣ।
ଏହିଅବସରରେ ଆଜି ସାକ୍ଷୀଗୋପାଳ ମନ୍ଦିରରେ ବିଶେଷ ଭାବେ ଏହି ଜନ୍ମୋତ୍ସବ ପାଳିତ ହେଉଛି । ସ୍ୱତନ୍ତ୍ର ରୀତିନୀତି ସହିତ ମଧ୍ୟରାତ୍ରୀରେ ପ୍ରଭୁ ଗୋପାଳ ଜିଉ ଙ୍କ ଜନ୍ମନୀତି ପାଳନ ହେବ । ପଞ୍ଚାକ୍ଷର ମନ୍ତ୍ର ପାଠ ସହିତ ମହାପ୍ରଭୁଙ୍କ ଉପଚାର କରାଯିବ । ସେବାୟତ ମାନେ ଏହି ନୀତିକାନ୍ତିରେ ରହିଥାଏ ଅନେକ ଭୂମିକା ।
ଆଜି ଭୋର ୪ ଘଣ୍ଟା ସମୟରୁ ମନ୍ଦିର ଖୋଲିବା ପରେ ବିଧି ମୁତାବକ ସମସ୍ତ ନିତିକାନ୍ତି ସହିତ ହଜାର ହଜାର ସଂଖ୍ୟାରେ ଭକ୍ତ ପ୍ରଭୁ ସାକ୍ଷୀଗୋପାଳ ଏବଂ ମା ରାଧାରାଣୀ ଙ୍କୁ ଦର୍ଶନ କରୁଛନ୍ତି।
ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଙ୍ଘ ତରଫରୁ ବିଶ୍ଵଶାନ୍ତି ମହାଯଜ୍ଞ ସହିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଛି।
ଭାରତର କୋଣ ଅନୁକୋଣରୁ ଭକ୍ତମାନେ ଆସି ଦର୍ଶନ କରିବା ସହିତ ଜନ୍ମାଷ୍ଟମୀ କୋରା କିଣି ଘରକୁ ଫେରିଥାନ୍ତି।

SPREAD YOUR LOVE WITH YOUR FRIENDS AND FAMILY
Previous post
Next post

Leave a Reply Cancel reply

You must be logged in to post a comment.

english
Saswat Television & Entertainment Saswat Television & Entertainment

MAHAMAYASAHI, SAKHIGOPAL, PURI

+91 81444 94845

digital@saswattv.in

Saswat Tv

About Us
Work With Us
Contact
Disclaimer
Privacy Policy

News Categories

  • Health
  • Knowledge and Science
  • Politics
  • Weather
  • Employment
  • Entertainment
  • Education
  • Condolence

ସୋସିଆଲ୍ ନେଟୱର୍କ୍

Download app:

Latest news

  • Outstanding CBSE Results at Odisha Adarsha Vidyalaya, Satyabadi
    14 May 2025 Education
  • CBSE Class 10 Results Announced: Xavier High School, Pipili Shines Bright
    13 May 2025 Education
  • Dedicated to Lord Jagannath: Puri Literary Festival
    21 Apr 2025 SOCIAL
  • Maa Mangala’s Sacred Jhamu Yatra Concludes Today, Thousands of Devotees Mesmerized by Ghanta Patua Dance
    15 Apr 2025 Culture & Tradition
  • Traditional Food Day Celebrated by Anganwadi Workers
    15 Apr 2025 Culture & Tradition
Copyright 2025. All Right Reserved. Saswat Television & Entertainment