ଋଷି ସନକ ଙ୍କ ବିଜୟ ପଛରେ ଅଛି ଜଗନ୍ନାଥ୍ ଙ୍କ ଆଶିର୍ବାଦ
ପ୍ରଥମ ଭାରତୀୟ ବଂଶୋଦ୍ଭବ ହିନ୍ଦୁ ଋଷି ସନକ ହେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ । ଦୀପାବଳିର ଉପହାର ସମୟ ଆସିଲେ ସବୁ ପରିବର୍ତ୍ତନ ହୁଏ । ସ୍ବାଧୀନତା ର ୭୫ ବର୍ଷରେ ଅମୃତ ମହୋତ୍ସବ ପାଳନ ଅବସରରେ ଜଣେ ଭାରତୀୟ ହିନ୍ଦୁ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ଏକ ଗୌରବମୟ ସୁବାର୍ତ୍ତା । ପଞ୍ଜାବ ର ମୂଳ ଅଧିବାସୀ ଯଶଵୀର ସୁନକ ଓ ଉଷା ସୂନକଙ୍କ ଏହି ସନ୍ତାନ ଇନଫୋସିସ ର ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣ ମୂର୍ତ୍ତି ଙ୍କ କନ୍ୟା ଅକ୍ଷତାଙ୍କୁ ବିବାହ କରିଛନ୍ତି । ସେ ଯେତେବେଳେ ଗହ୍ମା ପୂର୍ଣ୍ଣିମା ଦିନ ଗୋ- ପୂଜନ କରିଥିଲେ , ସେତେବେଳେ ତାଙ୍କୁ ବାମପନ୍ଥୀ ସମାଲୋଚକଙ୍କୁ ଉତ୍ତର ଦେଇ କହିଥିଲେ ” ହଁ , ମୁଁ ଜଣେ ହିନ୍ଦୁ ଭାବେ ଗର୍ବିତ ” । ସେ ମଧ୍ୟ UK Jagannath Socity ର ସଦସ୍ୟ ଅଛନ୍ତି।
ଗତ କିଛି ଦିନ ତଳେ ଲଣ୍ଡନରେ ଓଡ଼ିଆ ମାନେ Pre Diwali celebration ଅବସରରେ ସୁନକ ଯୋଗଦେଇଥିବା ବେଳେ ଓଡ଼ିଆ ମାନଙ୍କ ତରଫରୁ ତାଙ୍କୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଥିଲା।
ଆଗାମୀ ୨୮ ତାରିଖରେ ଶପଥଗ୍ରହଣ କରିବେ ।