Culture & Tradition Important News ପ୍ରଶାସନ ର ପ୍ରତିଶୃତି ପାଇ ସେବାୟତ ଖୋଲିଲେ ସାକ୍ଷୀଗୋପାଳ ମନ୍ଦିର June 28, 2023 62 0 Comment ଗତ କାଲି ଠାରୁ ସାକ୍ଷୀଗୋପାଳ ମନ୍ଦିରରେ ଚାଲିଥିବା ସେବାୟତଙ୍କ ଧର୍ମଘଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସ୍ଥାନୀୟ ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପାଇ ସେବାୟତ ଧାରଣା ରୁ ଓହରି ଭକ୍ତଙ୍କ ପାଇଁ ମନ୍ଦିର ଖୋଲିଛନ୍ତି। SPREAD YOUR LOVE WITH YOUR FRIENDS AND FAMILY