
ସତ୍ୟବାଦୀ ବ୍ଳକ ରେ ଯୋଗଦେଲେ ନୂତନ ବିଡିଓ
ସାକ୍ଷୀଗୋପାଳ: ୪.୧୦.୨୩
ସତ୍ୟବାଦୀ ବ୍ଳକ ରେ ନୂତନ ମଣ୍ଡଳ ଉନ୍ନୟନ ଅଧିକାରୀ ଭାବରେ ଲିପ୍ସା ରାୟ ବୁଧବାର ସତ୍ୟବାଦୀ ବ୍ଲକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି | ପୂର୍ବରୁ ସେ ନୟାଗଡ ଜିଲ୍ଲା ଖଣ୍ଡପଡାରେ ତହସିଲଦାର ଭାବରେ କାର୍ଯ୍ୟ କରୁଥିଲେ |
ସତ୍ୟବାଦୀ ବ୍ଲକ ବିଡ଼ିଓ ଲୋଚନ ଦାସ ଙ୍କର ଅନୁଗୁଳ ଜିଲ୍ଲା ବଅଁର ପାଳ ବ୍ଲକକୁ ବଦଳି ହେବା ପରେ ନୂତନ ମଣ୍ଡଳ ଉନ୍ନୟନ ଅଧିକାରୀ ଭାବରେ ଲିପ୍ସା ରାୟ ବୁଧବାର ସତ୍ୟବାଦୀ ବ୍ଲକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି