Wednesday May 14, 2025
Saswat Television & Entertainment Saswat Television & Entertainment
  • News
    • Important News
    • Video News
    • Devotional
    • CRIME
    • SOCIAL
    • Employment
  • HEALTH
  • Politics
  • Sports
  • Culture & Tradition
  • Knowledge and Science
  • Education
  1. Home
  2. Condolence
  3. ବରିଷ୍ଟ ଆଇନୀଜୀବୀ ତଥା ମଙ୍ଗଳା ମନ୍ଦିର ସେବାୟତ ଙ୍କ ପରଲୋକ ରେ ଶୋକା କୁଳ ପରିବେଶ.
 ବରିଷ୍ଟ ଆଇନୀଜୀବୀ ତଥା ମଙ୍ଗଳା ମନ୍ଦିର ସେବାୟତ ଙ୍କ ପରଲୋକ ରେ ଶୋକା କୁଳ ପରିବେଶ.
ashok
Condolence Important News

ବରିଷ୍ଟ ଆଇନୀଜୀବୀ ତଥା ମଙ୍ଗଳା ମନ୍ଦିର ସେବାୟତ ଙ୍କ ପରଲୋକ ରେ ଶୋକା କୁଳ ପରିବେଶ.

December 18, 2023 64 0 Comment

କାକଟପୁର ( ତୁଷାର ଦୀକ୍ଷିତ ) ୧୭/୧୨/୨୦୨୩ -କାକଟପୁର ତହସିଲ ର ବରିଷ୍ଟ ଆଇନୀଜୀବୀ ତଥା ମା ମଙ୍ଗଳା ଙ୍କ ସେବାୟତ ଅଶୋକ କୁମାର ଦୀକ୍ଷିତ ଙ୍କର ଗତ କାଲି ବିଳମ୍ବିତ ରାତିରେ ତାଙ୍କ ନିଜ ବାସଭବନ ରେ ପରଲୋକ ହୋଇଯାଇଛି. ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ହୋଇଥିଲା. ତାଙ୍କ ମୁର୍ତ୍ୟୁ ଶଯ୍ୟା ନିକଟରେ ତାଙ୍କ ଦୁଇ ଝିଅ ବିଧବା ପତ୍ନୀ ସାନଭାଇ ପୁତୁରା ମାନେ ଉପସ୍ଥିତ ଥିଲେ. ସେ ଜଣେ ମିଷ୍ଟଭାସି, ପରୋପକାରୀ, ଆଇନିବିସାରଦ ଓ ହସକୁରା ମେଳାପୀ ସ୍ଵଭାବର ଲୋକ ଥିଲେ. ତାଙ୍କ ମୁର୍ତ୍ୟୁ ଖବର ପ୍ରଚାରିତ ହେବାପରେ ତାଙ୍କୁ ଶେଷ ଦର୍ଶନ ପାଇଁ ଆଇନୀଜୀବୀ ଓ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସୁଅ ଛୁଟିଥିଲା. କାକଟପୁର ବାର ର ବରିଷ୍ଠ ଓକିଲ ଅଶୋକ ଦାଶ ତ୍ରିନାଥ ରାଉତ. ଦିଲ୍ଲୀପ ବିଶ୍ୱାଳ ଲଷ୍ମୀକାନ୍ତ ଶତପଥି , ଆଡ଼ଭୋକେଟ ନିରେନ ପ୍ରସାଦ ମହାନ୍ତି ପ୍ରମୁଖ ପୁଷ୍ପମାଲ୍ୟ ଦେଇ ତାଙ୍କର ଶେଷ ଦର୍ଶନ କରିଥିଲେ.ଗ୍ରାମ ସ୍ମଶାନ ରେ ତାଙ୍କର ଶେଷ କୃତ୍ୟ କରାଯାଇଥିଲା. ତାଙ୍କ ପୁତୁରା ନିହାର ଦୁଇ ଝିଅ ଅନନ୍ୟା,ଔସୂର୍ଯ୍ୟl ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ସାନଭାଇ ପ୍ରଦୀପ୍ତ, ପ୍ରାଚୀ ସଂଗଠନ ସଭାପତି ଦେବରାଜ ଦୀକ୍ଷିତ, ପ୍ରମୋଦ କୁମାର ଦୀକ୍ଷିତ,ସମିତିସଭ୍ୟ ସମରେନ୍ଦ୍ର ଦୀକ୍ଷିତ, ପ୍ରଭାତ ଦୀକ୍ଷିତ, ପ୍ରମୁଖ ଉପସ୍ଥିତ ଥିଲେ. ତାଙ୍କ ମୁର୍ତ୍ୟୁ ରେ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l .

SPREAD YOUR LOVE WITH YOUR FRIENDS AND FAMILY
Previous post
Next post

Leave a Reply Cancel reply

You must be logged in to post a comment.

english
Saswat Television & Entertainment Saswat Television & Entertainment

MAHAMAYASAHI, SAKHIGOPAL, PURI

+91 81444 94845

digital@saswattv.in

Saswat Tv

About Us
Work With Us
Contact
Disclaimer
Privacy Policy

News Categories

  • Health
  • Knowledge and Science
  • Politics
  • Weather
  • Employment
  • Entertainment
  • Education
  • Condolence

ସୋସିଆଲ୍ ନେଟୱର୍କ୍

Download app:

Latest news

  • Outstanding CBSE Results at Odisha Adarsha Vidyalaya, Satyabadi
    14 May 2025 Education
  • Dedicated to Lord Jagannath: Puri Literary Festival
    21 Apr 2025 SOCIAL
  • Subhadra Shakti Ceremony and Service Center Inaugurated by Deputy Chief Minister Prabhati Parida
    15 Apr 2025 Politics
  • Maa Mangala’s Sacred Jhamu Yatra Concludes Today, Thousands of Devotees Mesmerized by Ghanta Patua Dance
    15 Apr 2025 Culture & Tradition
  • Traditional Food Day Celebrated by Anganwadi Workers
    15 Apr 2025 Culture & Tradition
Copyright 2025. All Right Reserved. Saswat Television & Entertainment