Spiritual Celebration of Niladri Bije Mahotsav
Puri – 21.07.2024 (Saswat TV):
On the occasion of Mahaprabhu Shri Jagannath’s Niladri Bije, the “Niladri Bije Mahotsav 2024” was spiritually celebrated yesterday evening by the Shri Jagannath Niladri Seva Trust, Puri. The event took place at the auditorium of S.Gopabandhu Ayurvedic College, where a spiritual gathering brought together devotees and dignitaries.
Hon’ble Chief Justice of Orissa High Court, Shri Chakradhari Charan Singh, attended the event as the Chief Guest. During his address, he became emotionally overwhelmed while sharing his personal spiritual experiences of Mahaprabhu Shri Jagannath’s divine pastimes. Hon’ble Justice Suman Shyam of the Guwahati High Court joined as the Guest of Honour and stated that participating in this spiritual gathering was a divine connection with Mahaprabhu himself. He expressed deep admiration for the explanation of Mahaprasad and its significance delivered by Trust founder Shri Gauri Shankar Singhari.
The spiritual meeting was presided over by Dr. Reena Rautray and conducted by Professor Mrutyunjaya Rath, with Professor Rabindra Nath Rath joining as the Keynote Speaker. He highlighted how the divine pastimes of Mahaprabhu Jagannath are being honored and propagated across India and the world through the efforts of countless devotees.

ସୁଶ୍ରୀ ସ୍ୱାଗତିକା ଆଚାର୍ଯ୍ୟ ,ଡ଼ଃ ପତିତପାବନ ମହାନ୍ତି, ଡ଼ଃ ଶ୍ରୀମତୀ ମୋନାଲିସା ପଟ୍ଟନାୟକ ,ଶ୍ରୀ ମନୋଜ ଜେନା ,ଶ୍ରୀ ଜଗନ୍ନାଥ ଚେତନା ପରିଷଦ ଓ ଗବେଷଣା, ପୁରୀ ,ଶ୍ରୀ ଦିଲ୍ଲୀପ ଜେନା,ଡ଼ଃ ଶଶିଭୂଷଣ ବିଶ୍ଵାଳ,ଡ଼ଃ ଶର୍ମିଲା ଗର୍ ନାୟକ ,ଡ଼ଃ ନିହାର ରଞ୍ଜନ ରାୟଙ୍କୁ ନିଳାଦ୍ରୀ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଓଡ଼ିଶୀ ନୃତ୍ୟ ଶିଳ୍ପୀ ଜ୍ୟୋତିଶ୍ରୀ ମହାପାତ୍ରଙ୍କ ଏକକ ନୃତ୍ୟ ଓ ହରପ୍ରିୟା ଦେବଦାସୀ ନୃତ୍ୟ ପରିଷଦର କୁନି କୁନି ଶିଳ୍ପୀଙ୍କ ଦ୍ବାରା ମାହାରୀ ନୃତ୍ୟ ସମଗ୍ର ସନ୍ଧ୍ୟାର ପରିବେଶକୁ ପବିତ୍ର କରି ଗଢି ତୋଳି ଥିଲା। ଟ୍ରଷ୍ଟର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ସୂର୍ଯ୍ୟ ନାରାୟଣ ସିଂହାରୀ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରେ ଶ୍ରୀମନ୍ଦିର ପରିସରରେ ନିଳାଦ୍ରୀ ଅବଢ଼ା ପରିବେଷଣ କରାଯାଇଥିଲା।ତିନି ହଜାରରୁ ଉର୍ଦ୍ଧ୍ଵ ଭକ୍ତ ଏହି ନିଳାଦ୍ରୀ ଅବଢ଼ା ପାଇବା ସହିତ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଟ୍ରଷ୍ଟର ସଦସ୍ୟ ଶ୍ରୀ ଦିଲ୍ଲୀପ ସାମନ୍ତରାୟ, ଶ୍ରୀ ଅରବିନ୍ଦ ଅଗ୍ରୱାଲ ଓ ଶ୍ରୀ ସୂର୍ଯ୍ୟ ନାରାୟଣ ସିଂହାରୀ, ସଞ୍ଜୀବ ରଥଶର୍ମା ଓ ବହୁ ଜଗନ୍ନାଥ ପ୍ରେମୀଙ୍କ ମିଳିତ ଉଦ୍ୟମରେ ଏହି ମହତ କାର୍ଯ୍ୟଟି ସୁରୁଖୁରୁରେ ଅନୁଷ୍ଠିତ ହୋଇଛି।