Skip to content
Friday April 24, 2026
Saswat Television & Entertainment Saswat Television & Entertainment
  • News
    • Important News
    • Video News
    • Devotional
    • CRIME
    • SOCIAL
    • Employment
  • HEALTH
  • Politics
  • Sports
  • Culture & Tradition
  • Knowledge and Science
  • Education
  1. Home
  2. Important News
  3. ଏସ ଵି ଆଇ କାକଟପୁର ଶାଖା ର ନୂତନ ଗୃହ ଉଦଘାଟିତ
 ଏସ ଵି ଆଇ କାକଟପୁର ଶାଖା ର ନୂତନ ଗୃହ ଉଦଘାଟିତ
whatsapp image 2025 12 04 at 18.28.49 72e62ccd
Important News

ଏସ ଵି ଆଇ କାକଟପୁର ଶାଖା ର ନୂତନ ଗୃହ ଉଦଘାଟିତ

December 4, 2025 77 0 Comment

କାକଟପୁର ୪/୧୨ ( ତୁଷାର ଦୀକ୍ଷିତ ) କାକଟପୁର ଠାରେ ଥିବା ଷ୍ଟେଟ ବ୍ୟାଙ୍କ ର ନୂତନ ଶାଖା କାର୍ଯ୍ୟାଳୟ ଏକ ବର୍ଣ୍ଣାଢ୍ୟ ପରିବେଶରେ ଭୁବନେଶ୍ୱର ମଣ୍ଡଳ ମହା ପ୍ରବନ୍ଧକ ଡଃ ବନ୍ଦନା ଅଗ୍ରୱାଲଙ୍କ ପୌରୋହିତ୍ୟରେ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ଯାଇଛି l

whatsapp image 2025 12 04 at 18.28.49 f9f9cef8

ସମ୍ମାନିତ ଅତିଥି ଭାବେ ପୁରୀ ଆଞ୍ଚଳିକ ଶାଖା ପ୍ରବନ୍ଧକ ଶ୍ରୀ ଭରତ ଚନ୍ଦ୍ର ସାହୁ,ପୁରୀ ଅପରେସନ ମୁଖ୍ୟ ପ୍ରବନ୍ଧକ ସନ୍ତୋଷ କୁମାର ଦାସ,କାକଟପୁର ଶାଖା ପରିଚାଳକ ସୁବ୍ରତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ରାଜ୍ୟରେ ଷ୍ଟେଟ ବ୍ୟାଙ୍କର ଜନସାଧାରଣଙ୍କୁ ସେବା ଯୋଗାଇବାରେ ଦ୍ରୁତ ଆଦୃତି ପାଇବା ସହିତ କାକଟପୁର ଅଞ୍ଚଳର ଚାଷୀ, କ୍ଷୁଦ୍ର ବ୍ୟବସାୟୀ, ନାମମାତ୍ର ବ୍ୟବସାୟୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକୁ ଉନ୍ନତ ମାନର ସେବା ଯୋଗାଇବା ସହିତ ବ୍ୟାଙ୍କ କୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସେବା ଯୋଗାଇ ଦେବା ଆମର ଲକ୍ଷ୍ୟ ଏବଂ ଆସୁଥିବା ଗ୍ରହାକ ମାନଙ୍କୁ ମିଠା କଥା କହି ସେବା ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଲକ୍ଷ ବୋଲି ମତବ୍ୟକ୍ତ କରିଥିଲେ l ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ଷ୍ଟେଟବ୍ୟାଙ୍କ ସଫଳ ରୂପାୟନ କରିପାରିବ ବୋଲି ଜନସାଧାରଣ ଙ୍କୁ ଶାଖା ପରିଚାଳକ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ l ଏହି ଅବସରରେ ବ୍ୟାଙ୍କର ସମସ୍ତ ଗ୍ରାହକ,ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ 

SPREAD YOUR LOVE WITH YOUR FRIENDS AND FAMILY
Previous post
Next post
english
Saswat Television & Entertainment Saswat Television & Entertainment

+91 81444 94845

digital@saswattv.in

Saswat Tv

About Us
Work With Us
Contact
Disclaimer
Privacy Policy

News Categories

  • Health
  • Knowledge and Science
  • Politics
  • Weather
  • Employment
  • Entertainment
  • Education
  • Condolence

Social Networks

Download app:

Latest news

  • National Brahmana Conference Concludes in Bhubaneswar; Major Resolutions Adopted
    25 Mar 2026 Important News
  • Puri Police Intensify Security and Surveillance Ahead of Hon’ble President’s Visit
    30 Jan 2026 Important News
  • Blood Donation Camp Organised on Netaji Jayanti in Cuttack; Veteran Philanthropists Felicitated
    29 Jan 2026 Important News
  • 39th All Odisha Divine Life Society Spiritual Conference to Be Held in Cuttack
    29 Jan 2026 Important News
  • Illegal Cough Syrup Trade in Puri DistrictMajor Success in One Day 650 Bottles of ESKUF Cough Syrup Seized
    19 Jan 2026 Important News
Copyright 2026. All Right Reserved. Saswat Television & Entertainment