ରଥଯାତ୍ରାରେ ସିଟିଜେନ ସେଣ୍ଟ୍ରିକ ସର୍ଭିସେସ ତରଫରୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ ଓ ସ୍ବାସ୍ଥ୍ୟ ସେବା ଶିବିର ।
ତା.୧୭.୦୭.୨୪ – ପୁରୀ – ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ପୁରୀରେ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଓ ଶସକ୍ତିକରଣ ପରିଷଦଙ୍କ ସିଟିଜେନ ସେଣ୍ଟ୍ରିକ ସର୍ଭିସେସ ତରଫରୁ ସ୍ଥାନୀୟ