Sunday April 20, 2025
radhastami

ଶ୍ରୀରାଧା ଜନ୍ମ ମହୋତ୍ସବ ର ପ୍ରସ୍ତୁତି ବୈଠକବିଭିନ୍ନ ରାଜ୍ୟର କଳାସଂସ୍କୃତିର ଝଲକ ଦେଖିବେ ଦର୍ଶକ

ସାକ୍ଷୀଗୋପାଳ: ୩୦.୬.୨୪ (ଶାଶ୍ଵତ ଟିଭି) – ଶ୍ରୀରାଧା ଜନ୍ମ ମହୋତ୍ସବ ୨୦୨୪ ନିମନ୍ତେ ରବିବାର ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ସିଂହଦ୍ଵାର ଭଜନ କମିଟି ସଭଗୃହରେ ଅନୁଷ୍ଟିତ ହୋଇଯାଇଛି

img 20240624 wa0007

ଭାରତ ଗ୍ୟାସ ତରଫରୁ ଆରମ୍ଭ ହେଲା ଗ୍ୟାସ୍ ସୁରକ୍ଷା ଅଭିଯାନଘର ଘର ବୁଲି ଗ୍ୟାସ୍ ସୁରକ୍ଷା ତଦାରଖ କରିବେ ଅଧିକାରୀ

ସାକ୍ଷୀଗୋପାଳ: ତା ୨୪.୬.୨୪(ଶାଶ୍ଵତ ଟିଭି) – ଭାରତ ଗ୍ୟାସ କମ୍ପାନୀ ତରଫରୁ ଆରମ୍ଭ ହୋଇଛି ଗ୍ୟାସ ସୁରକ୍ଷା ତଦାରଖ ଅଭିଯାନ। ଏହି ଅବସରରେ ଆଜି ସାକ୍ଷୀଗୋପାଳ ର

bicharapati

ମା ଭଗବତୀ ଙ୍କୁ ଦର୍ଶନ କଲେ ହାଇକୋର୍ଟର ବିଚାରପତି ଶ୍ରୀଯୁକ୍ତ ଆଦିତ୍ୟ ମହାପାତ୍ର

ବାଣପୁର: ତା ୨୩.୬.୨୪ – ରଞ୍ଜନ ମହାପାତ୍ର – ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କୁ ଦର୍ଶନ କରିଛନ୍ତି ହାଇକୋର୍ଟର ବିଚାରପତି ଶ୍ରୀଯୁକ୍ତ

antkalinga

କଟକରେ ଗଜପତି କପିଳେନ୍ଦ୍ର ଦେବଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଆମର ଦାବି… “ଅନ୍ତରଙ୍ଗ କଳିଙ୍ଗ”

କଟକ: ତା ୨୨.୬.୨୪ (ଶାଶ୍ଵତ ଟିଭି) – ଓଡ଼ିଶାର ଜଣାଶୁଣା ସାମାଜିକ ଅନୁଷ୍ଠାନ “ଅନ୍ତରଙ୍ଗ କଳିଙ୍ଗ” ତରଫରୁ ଓଡ଼ିଆ ଅସ୍ମିତାର ନବ ଜାଗରଣ ଉଦ୍ଦେଶ୍ୟରେ ଏକ ଉଦ୍ୟମ

tulsi

ପୁରୀ ତୁଳସୀ ଚଉରା ରେ ସ୍ଥାପିତ ହେବ ସନ୍ଥ ତୁଳସୀ ଦାସଙ୍କ ପ୍ରତିମୂର୍ତ୍ତି,

ପୁରୀର ମାଳତୀ ପାଟପୁର ପଞ୍ଚାୟତ ଅନ୍ତର୍ଗତ ଐତିହାସିକ ଗ୍ରାମ ତୁଳସୀ ଚଉରା ର ମହତ୍ୱ କୁ ନିଜେ ଚିତ୍ରକୂଟ ତୁଳସୀ ପୀଠାଧୀଶ ଜଗତଗୁରୁ ପଦ୍ମ ବିଭୂଷଣ ରାମ

tala

ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଫିସ ରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରି

କାକଟପୁର- ତା ୧୩/୬, ( ତୁଷାର ଦୀକ୍ଷିତ ) – କାକଟପୁର ଥାନା ଅଧିନସ୍ଥ ତହସିଲ ନିକଟସ୍ଥ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ରୁ

patsashani

ବିଜେପି ରେ ଯୋଗଦାନ କଲେ ଓଡ଼ିଶାର ଚର୍ଚ୍ଚିତ ଚେହେରା ଡ଼ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏବଂ ସିଲ୍ଭର ଗାନ୍ଧୀ

ଦିଲ୍ଲୀ: ତା ୮.୬.୨୪ (ଶାଶ୍ଵତ ଟିଭି) – ଆଜି ଦିଲ୍ଲୀ ଠାରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ୍ କରିଛନ୍ତି ଓଡ଼ିଶାର ବରିଷ୍ଠ ଭେଟରାନ ନେତା, କବି ଡ଼.