Saturday April 19, 2025

ମୁଣ୍ଡ ନେଉଛି ଅସ୍ତରଙ୍ଗ ବେଳାଭୁମି

ସମୁଦ୍ରରେ ବୁଡ଼ି ୯ବର୍ଷରେ ଗଲାଣି ୧୭ ଜୀବନ । ନିଘୋଡ଼ ନିଦ୍ରାରେ ପ୍ରଶାସନ– ଲାଇଫ ଗାର୍ଡ ବ୍ୟବସ୍ଥାକୁ ଅଣଦେଖାକାକଟପୁର ତା ୩୧/୧,ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆଁ ବେଳାଭୁମି

ଜାହାନିଆ ସମୁଦ୍ରରେ ଭାସିଗଲେ ୨ ଯୁବକ | ଜଣେ ଅଚେତ ଅବସ୍ଥାରେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

କାକଟପୁର ତା ୨୩/୧,ଆରମ୍ଭ ହୋଇଯାଇଛି ପିକନିକ ଋତୁ । ତେବେ ପିକନିକ ପାଇଁ ଯୁବପିଢ଼ିମାନେ ପ୍ରାୟତଃ ଝରଣା, ସମୁଦ୍ର ସ୍ଥାନ ଗୁଡିକ ପସନ୍ଦ କରିଥାଆନ୍ତି । ସୋମବାର

ମା ଉକୁଳେଇଙ୍କ ଜନ୍ମ ମହୋତ୍ସବ ଓ ଅପେରା ପରିବେଷଣ

କାକଟପୁର ତା ୨୨/୧, ପୁରୀଜିଲ୍ଲା ଅସ୍ତରଙ୍ଗର ଅଧିଷ୍ଠାତ୍ରୀଦେବୀ ମା’ଉକୁଲେଇ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପବିତ୍ର ତ୍ରିବେଣୀ ଅମାବାସ୍ୟାରେ ମା’ଙ୍କ ଜନ୍ମ ମହୋତ୍ସବ ପାଳିତ ହେଉଛି

ଶଙ୍କେରେଶ୍ୱର ମହାଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ

କାକଟପୁର ତା 21/1   ପୁରୀଜିଲ୍ଳା କାକଟପୁର ବ୍ଲକ ଅଧିନସ୍ଥ ସୁହାଣପୁର ଗ୍ରାମପଞ୍ଚାୟତ ଫଣଫଣା ଗ୍ରାମରେ ଥିବା ଷୋଡ଼ଶ ଶତାବ୍ଦୀରେ ନିର୍ମିତ ବାବା ଶଙ୍କେରେଶ୍ୱର ମହାଦେବ ପୀଠରେ  ବିଶ୍ୱ

ପୁରୁଣା ଦିନର ସ୍ମୁତି କୁ ମନେ ପକାଇଲେ ପୁରାତ୍ତନ ଛାତ୍ର,ଛାତ୍ରୀ

କାକଟପୁର ସରକାରୀ ହାଇସ୍କୁଲ ର 1966 ମସିହା ବ୍ୟାଚ ର ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଦେଉଳି ମଠ ଠାରେ ଅନୁଷ୍ଠିତ ହୋଇଯାଇଛି.

କେନ୍ଦ୍ରାପଟୀ ପଞ୍ଚାୟତରେ ଧାନ ମଣ୍ଡି ଉଦଘାଟିତ

କାକଟପୁର ତା 20/01,ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କେନ୍ଦ୍ରାପଟୀ ସେବା ସମବାୟ ସମିତି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ

ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତଙ୍କ ମହାନତା

ନିଜର ଭତ୍ତା ଟଙ୍କାରେ ମରାମତି କଲେ ଶ୍ରୀ ଜଗନ୍ନାଥଙ୍କ ଏନ୍ତୁଡ଼ି ଶାଳର ରାସ୍ତା କାକଟପୁର, 20/01,କାକଟପୁର-କୋଣାର୍କ ମୁଖ୍ୟ ରାସ୍ତାଠାରୁ ଶ୍ରୀଜଗନ୍ନାଥଙ୍କଏନ୍ତୁଡ଼ିଶାଳ କହାଯାଉଥିବା ଦେଉଳି ମଠକୁ ଯାଇଥିବା ପ୍ରାୟ

ଦୀର୍ଘ ୨୭ବର୍ଷ ବ୍ୟବଧାନ ପରେ.ସାଙ୍ଗ ପାଁଈ ଦିନ ଟିଏ

କାକଟପୁର- ୧୯୯୫ମସିହାର ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ପରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ନୟାହାଟସ୍ଥ ସୁନ୍ଦରୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଉଛି।